ଜରାଜୀର୍ଣ୍ଣ ଅବସ୍ଥାରେ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣି

ଭୁବନେଶ୍ବର: ରାଜଧାନୀର ସତ୍ୟନଗର ଶ୍ମଶାନରେ କରୋନା ମୃତକଙ୍କ ଶବଦାହ ହେଉଥିବାରୁ ଏହା ଉପରେ ଅଧିକ ଚାପ ପଡ଼ୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ଅଣକୋଭିଡ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ସ୍ଥାନୀୟ ଶ୍ମଶାନରେ ଶବଦାହ କରାଯାଉଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ମଶାଣିର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଏମସି ଅଧୀନରେ ଥିବା ଏହି ମଶାଣି ଗୁଡ଼ିକରେ କେଉଁଠି ପାଣିର ସୁବିଧା ନାହିଁ ତ’ ଆଉ କେଉଁଠି ଆଲୋକ … Continue reading ଜରାଜୀର୍ଣ୍ଣ ଅବସ୍ଥାରେ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣି